Cervical Cancer Awareness
Awareness • Prevention • Screening • Early Detection
Secretary, ABC Foundation, Kataka, Odisha, India
ପ୍ରଶ୍ନ-୧: ଏହି ବିଷୟର ଏପରି ନାମକରଣ କେଉଁ ରୋଗ ପାଇଁ ହୋଇଅଛି - ଆପଣ ଜାଣନ୍ତି କି ?
ପ୍ରଶ୍ନ-୨: ଗର୍ଭାଶୟ-ଦ୍ଵାର କର୍କଟ ରୋଗ ବା Cancer Cervix କାହାକୁ କୁହନ୍ତି ?
ପ୍ରଶ୍ନ-୩: ହାରାହାରି କେତେ ଭାଗ ମହିଳା ଜରାୟୁ-ଦ୍ଵାର କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ?
ପ୍ରଶ୍ନ-୪: କେଉଁ ମହିଳାମାନଙ୍କୁ ଗର୍ଭାଶୟ-ଦ୍ଵାର କର୍କଟ ରୋଗ ହେବା ର ସମ୍ଭାବନା ଅଛି?
ପ୍ରଶ୍ନ-୫: କେଉଁ କେଉଁ ଲକ୍ଷଣମାନ ପ୍ରକାଶ ପାଇଲେ ଆମେ ଗର୍ଭାଶୟ-ଦ୍ଵାର କର୍କଟରୋଗ ହୋଇଛି ବୋଲି ସନ୍ଦେହ କରିବା?
ପ୍ରଶ୍ନ-୭: କେତେ ଦିନ ଅନ୍ତରରେ ପାପ୍ ପରୀକ୍ଷା କରାଇ ନେବା ଉଚିତ୍?
ପ୍ରଶ୍ନ-୮: ପାପ୍ ଟେଷ୍ଟ ବା ମାଂସ ପରୀକ୍ଷା ସାହାଯ୍ୟରେ ରୋଗ ନିର୍ଣ୍ଣୟ ପରେ ଚିକିତ୍ସା ପୂର୍ବରୁ କ’ଣ କରାଯାଏ?
- ପ୍ରଥମ ଅବସ୍ଥାରେ: ରୋଗ କେବଳ ଗର୍ଭାଶୟ-ଦ୍ଵାର ତନ୍ତୁରେ ସୀମିତ ଥାଏ। ଏହି ଅବସ୍ଥାରେ ଚିକିତ୍ସା କଲେ ରୋଗୀ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାଏ।
- ଦ୍ୱିତୀୟ ଅବସ୍ଥାରେ: କର୍କଟ ରୋଗ ଗର୍ଭାଶୟ-ଦ୍ଵାରରୁ ଆରମ୍ଭ ହୋଇ ଜରାୟୁ ଦେହକୁ ମାଡ଼ିଯାଏ।
- ତୃତୀୟ ଅବସ୍ଥାରେ: ଗର୍ଭାଶୟ-ଦ୍ଵାରରୁ ଆରମ୍ଭ ହୋଇ ପାଖ ତନ୍ତୁ ତଥା ଅସ୍ଥିକୁ ମାଡିଯାଏ।
- ଚତୁର୍ଥ ଅବସ୍ଥାରେ: କର୍କଟ ରୋଗ ଗର୍ଭାଶୟ-ଦ୍ଵାରରୁ ଆରମ୍ଭ ହୋଇ ପାଖରେ ଥିବା ମୁତ୍ରାଶୟ, ମଳଦ୍ଵାର ତଥା ଅନ୍ୟାନ୍ୟ ଦୂର ଅଙ୍ଗପ୍ରତ୍ୟଙ୍ଗକୁ ମାଡିଯାଏ।
ପ୍ରଶ୍ନ-୯: ଗର୍ଭାଶୟ-ଦ୍ଵାର ରୋଗକୁ ଅବସ୍ଥା ଅନୁସାରେ ବର୍ଗୀକରଣ କରିବା ପରେ କି ଚିକିତ୍ସା କେତେବେଳେ ଦିଆଯାଏ?
ପ୍ରଶ୍ନ-୧୦: ଭୂତାଣୁ ସଂକ୍ରମଣ ଯୋଗୁ ଗର୍ଭାଶୟ-ଦ୍ଵାର କର୍କଟ ରୋଗ ହୁଏ ବୋଲି ଆପଣ ଜାଣନ୍ତି କି?
ପ୍ରଶ୍ନ-୧୧: HPV ଭୂତାଣୁ ସଂକ୍ରମଣକୁ ଆମେ ପ୍ରତିହତ କରି ପାରିବା କି?
ପ୍ରଶ୍ନ-୧୨: କିପରି ଭାବେ ଏହି ଟୀକା ଦିଆଯାଏ?
ପ୍ରଶ୍ନ-୧୩: ଟୀକା ନେବା ପରେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ?
ପ୍ରଶ୍ନ-୧୪: ତିନିପାନ ଟୀକା ନେଲେ କ’ଣ ଜରାୟୁ-ଦ୍ଵାର କର୍କଟ ରୋଗ ପ୍ରତିହତ ହୋଇପାରିବ?
ପ୍ରଶ୍ନ-୧୫: ଏଥର ଆମର ସ୍ଲୋଗାନ ସହ ତାଳ ମିଳାଇ ଚାଲିବାରେ କିଛି ଅସୁବିଧା ରହିଲା କି?
Cervical Cancer: Why Awareness and Early Screening Can Save Lives
Niranjan Rout.
Vigyaksha, Newredmars Education, Jan–Feb 2026; Vol-2, Issue-1, Page: 1–10 | Vig-27
Cervical Cancer: Small Tests, Big Protection
Bhagyalaxmi Nayak.
Vigyaksha, Newredmars Education, Jan–Feb 2026; Vol-2, Issue-1, Page: 11–18 | Vig-28
Inside the Lab: How Cervical Cancer Is Diagnosed
Subhransu Kumar Hota.
Vigyaksha, Newredmars Education, Jan–Feb 2026; Vol-2, Issue-1, Page: 19–26 | Vig-29
Role of Community Medicine in Cervical Cancer Prevention
Prajna Paramita Giri.
Vigyaksha, Newredmars Education, Jan–Feb 2026; Vol-2, Issue-1, Page: 27–40 | Vig-30
Role of the Public Health Workforce in Promoting Cervical Cancer Awareness
Shuvasmita Samal, Pallavi Pradhan, Swagatika Senapati.
Vigyaksha, Newredmars Education, Jan–Feb 2026; Vol-2, Issue-1, Page: 41–49 | Vig-31
Important Sources
Authoritative resources for cervical cancer prevention, HPV vaccination, screening, awareness and women's health.
| No. | Organization | Resource / Topic | Use for Webpage | Official Source |
|---|---|---|---|---|
| 01 | WHO | Cervical Cancer | Disease overview, prevention and global burden | WHO – Cervical Cancer ↗ |
| 02 | WHO | HPV Vaccination | HPV vaccination and cervical cancer prevention | WHO – Immunizing Against HPV ↗ |
| 03 | WHO | Cervical Cancer Screening | Screening and early detection | WHO – Screening for Cervical Cancer ↗ |
| 04 | WHO | HPV and Cancer | HPV infection, transmission and cancer prevention | WHO – HPV and Cancer ↗ |
| 05 | WHO | HPV Vaccine Position Paper | Evidence and vaccination schedules | WHO – HPV Vaccines Position Paper ↗ |
| 06 | WHO | HPV-Based Screening Guidance | Current implementation of HPV-based screening | WHO – HPV-Based Screening Guidance ↗ |
| 07 | WHO | Cervical Pre-cancer Guidelines | Screening and management of precancerous lesions | WHO – Cervical Pre-cancer Guidelines ↗ |
| 08 | IARC / WHO | HPV Vaccination and Cervical Cancer Prevention | Scientific evidence on HPV vaccination | IARC – HPV Vaccination ↗ |
| 09 | ICMR | Cervical Cancer Research | Indian screening recommendations and prevention | ICMR – Cervical Cancer Resources ↗ |
| 10 | ICMR-NICPR | Cervical Cancer Screening | Screening, HPV testing and vaccination education | ICMR – Cervical Cancer Screening ↗ |
| 11 | ICMR | Cervical Cancer Vaccination in India | Indian experience and vaccination initiatives | ICMR – Vaccination Resources ↗ |
